ଦାସ ଚଇନି ବାଜପେୟୀ
(ଦାସ ଚୟିନି ବାଜପେୟୀ—ଅନ୍ୟରୂପ)
ଉତ୍କଳର ଜଣେ ପ୍ରସିଦ୍ଧ ସ୍ମୃତିକାର — Name of a celebrated Oria Lawgiver, the author of Suddbichandrikā
ଏହାଙ୍କଦ୍ୱାରା 'ଶୁଦ୍ଧି ଚନ୍ଦ୍ରିକା' ପ୍ରାଣୀତ ହୋଇଅଛି ଜଗବନ୍ଧୁ. ପ୍ରାଚୀନ ଉତ୍କଳ