Jump to content

ଦାହକ ସର୍ପ

ଉଇକିଅଭିଧାନ‌ରୁ

ଦାହକ ସର୍ପ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାହକ +ସର୍ପ)

[ସମ୍ପାଦନା]

ବଙ୍ଗଦେଶର ସୁନ୍ଦର ବଣରେ ଦେଖାଯିବା ଏକପ୍ରକାର ସାପ (ଏମାନଙ୍କର ଦଂଶନ କଥା ଦୂରେ ଥାଉ, ଏମାନଙ୍କ ଶରୀର ଯେଉଁ ଗଛ ବା ଘାସ ଆଦିରେ ଲାଗେ ତାହା ପୋଡ଼ିଯାଏ) — A kind of very poisonous snake found in the Sunderbans of Bengal, the touch of whose body burns or withers trees, plants and grass.