Jump to content

ଦାହନ

ଉଇକିଅଭିଧାନ‌ରୁ

ଦାହନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦହ୍ ଧାତୁ ଣିଚ୍ ଦାହି; ଧାତୁ + ଭାବ. ଅନ)

[ସମ୍ପାଦନା]
୧. ପୋଡ଼ି ଦେବା; ଜଳାଇବା; ପ୍ରଜ୍ୱଳନ — ୧. Burning; setting; fire to a thing.
୨. ସନ୍ତାପନ —୨. Inflaming.