Jump to content

ଦାହୀ

ଉଇକିଅଭିଧାନ‌ରୁ

ଦାହୀ

ଉଚ୍ଚାରଣ

[ସମ୍ପାଦନା]
(ଦାହିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ଦହ୍ ଧାତୁ ଣିଚ୍, ଦାହି ଧତୁ+ ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଦହନକାରୀ; ଦଗ୍ଧକାରୀ — ୧. Incendiary; burning.
୨. ଦାହଜନକ —୨. Producing inflammation. inflammatory.