Jump to content

ଦାହ୍ୟ

ଉଇକିଅଭିଧାନ‌ରୁ

ଦାହ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦହ ଧାତୁ ଣିଚ୍ ଦାହି ଧାତୁ+କର୍ମ. ଯ)

[ସମ୍ପାଦନା]
୧. ଦହନ ଯୋଗ୍ୟ; ପୋଡ଼ା ଯିବାର ଯୋଗ୍ୟ — ୧. Fit to be burnt.
୨. ବିମ୍ଫୋରକ; ଯହିଁରେ ସହଜରେ ନିଆଁ ଧରେ — ୨. Combustible; inflammable.