ଦାହ ଦେବା
(ଦେହ) ପୋଡ଼ା ଜଳା କରିବା — To have a burning sensation.
ନନ୍ଦନନ୍ଦନ ଦେହ ଦେଉ ଯେ ଥିବ ଦାହ ଚନ୍ଦନ ପ୍ରଭଞ୍ଜନ କହିଲେ ଗୋ—କବିସୂର୍ଯ୍ୟ. ସଙ୍ଗୀତ