Jump to content

ଦାହ ହରଣ

ଉଇକିଅଭିଧାନ‌ରୁ

ଦାହ ହରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ଦାହ+ ହରଣ; ଯାହାଦ୍ୱାରା ଶରୀରର ଦାହ ନିବାରିତ ହୁଏ)—ବେଣାଚେର — ୧. The root of Beṇā grass.
୨. (୬ଷ୍ଠୀ ତତ୍) ଦେହର ପୋଡ଼ାଜଳା ନିବାରଣ — ୨. Abatement of buring sensation.

ବିଶେଷଣ -

[ସମ୍ପାଦନା]

ଦାହ ନିବାରକ — Assuaging inflammation.