ଦାୟକ
ଦେଖଣା
ଦାୟକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦା ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଦିଏ; ଦାନକାରୀ —୧. Giving; granting.
(ଦାୟିକା—ସ୍ତ୍ରୀ)
- ୨. (ପ୍ରତ୍ୟୟ ରୂପେ ପ୍ରଯୁଜ୍ୟ)— ଉତ୍ପାଦନକାରୀ —୨. (In compound) Producing.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ ଯଥା—କଷ୍ଟଦାୟକ; ଯନ୍ତ୍ରଣାଦାୟକ; ମୁକ୍ତିଦାୟକ]
- ୩. କ୍ଷତିପୂରଣକାରୀ —୩. Compensating.
- ୪. (ଦୋ ଧାତୁ+କର୍ତ୍ତୃ. ଅକ) ଛେଦନ —୪. Cutting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦାତା —୧. Giver; dener.
- ୨. (ଦାୟ+ବିଦ୍ୟାମାନାର୍ଥ. କ) ଦାୟାଦ; କୁଟୁମ୍ୱ — ୨. Kinsman; lineal heir.