Jump to content

ଦାୟଗ୍ରସ୍ତ

ଉଇକିଅଭିଧାନ‌ରୁ

ଦାୟଗ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦାୟ+ଗ୍ରସ୍ତ; ତୃତୀୟା ତତ୍)

[ସମ୍ପାଦନା]
୧. ଗୁରୁତର କର୍ତ୍ତବ୍ୟପ୍ରପୀଡ଼ିତ —୧. Involved in discharging an unavoidable duty.
୨. ଦାୟିତ୍ୱଯୁକ୍ତ —୨. Responsible; liable.
୩. ଗୁରୁତର ଦୁଃଖରେ ଜଡ଼ିତ — ୩. Involved in great troubles.