Jump to content

ଦାୟାଗତ

ଉଇକିଅଭିଧାନ‌ରୁ

ଦାୟାଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; କିମ୍ୱା ୭ମୀ ତତ୍; ଦାୟ+ଆଗତ)

[ସମ୍ପାଦନା]
୧. ମଉରସି ହିସ୍ସାରେ ପଡ଼ିବା (ସମ୍ପତ୍ତି) — ୧. (property) Inherited.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ହିନ୍ଦୁ ସ୍ମୃତି)—ଯେଉଁ ଦାସ ଦାୟ ବା ପୈତୃକ ସମ୍ପତ୍ତି— ରୂପେ ମିଳିଅଛି (ହିନ୍ଦୀ - ଶବ୍ଦସାଗର) —(Hindu Law) A slave of which a person has become the owner by inheritance.

[ଦ୍ରଷ୍ଟବ୍ୟ —ହିନ୍ଦୁ ସ୍ମୁତିଲିଖିତ ୧୫: ଶ୍ରେଣୀର ଦାସ ମଧ୍ୟରୁ ଏ ଦାସ ଏକତମ]