Jump to content

ଦାୟାଦ

ଉଇକିଅଭିଧାନ‌ରୁ

ଦାୟାଦ

ଉଚ୍ଚାରଣ

[ସମ୍ପାଦନା]

ଦାୟାଦା, ଦାୟାଦୀସ୍ତ୍ରୀ

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦାୟ=ପୈତୃକ ଧନ+ଆ+ଦା ଧାତୁ+କର୍ତ୍ତୃ. ଅ; ଯେ ପୈତୃକ ଧନ ଗ୍ରହଣ କରେ)

[ସମ୍ପାଦନା]
୧. ପୁତ୍ର —୧. A son.
୨. ବଂଶଧର —୨. Lineal descendent.
୩. ଉତ୍ତରଧିକାରୀ —୩. An heir; a successor.

ଏ ଭୂମିର ସୁତ ତୁସ୍ଫେଟିକେ ଆର୍ଯ୍ୟ ନାମ ଦାୟାଦ ଜଗତେ ରାଧାନାଥ. ମହାଯାତ୍ରା

୪. କୁଟୁମ୍ୱ; ସଗୋତ୍ର; ସପିଣ୍ଡ — ୪. A kinsman within ୭ degrees.

ସଂସ୍କୃତ - ବିଶେଷଣ - (ଦାୟ+ଅଦ୍ ଧାତୁ=ଭୋଜନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ଧନଭାଗୀ; ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିରେ ଉତ୍ତରାଧିକାରୀ — Inheriting the property of a deceased.