Jump to content

ଦାୟିତ୍ୱ

ଉଇକିଅଭିଧାନ‌ରୁ

ଦାୟିତ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଦାୟିନ୍+ଭାବ. ତ୍ୱ)

[ସମ୍ପାଦନା]
୧. ଆପଣାଠାରେ ଗୁରୁ ଭାର ଥିବା ଅବସ୍ଥା; ଜବାବଦେହୀ; ଗୁରୁ ଭାର — ୧. Responsibility.
୨. ଦେଣଦାର ହେବା ଅବସ୍ଥା — ୨. Liability; indebtedness.