ଦି
ଦେଖଣା
ଦି
ଉଚ୍ଚାରଣ
[ସମ୍ପାଦନା]ଦିଇ ଦୁଇଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି)
[ସମ୍ପାଦନା]- ୧. ଦୁଇ ସଂଖ୍ୟକ —୧. Numbering two.
(ଯଥା— ଦି ହଳ ବଳଦ, ଦି ନାବରେ ଗୋଡ଼ ଦେବା)
- ୨. ଅଳ୍ପ ସଂଖ୍ୟକ —୨. A few in number.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି)
[ସମ୍ପାଦନା]ଦୁଇ ସଂଖ୍ୟା —Two.
ପ୍ରାଦେଶିକ - (ସମ୍ୱଲପୁର) ଅ. (ସଂସ୍କୃତ - ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ୟ ସମ୍ୱନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି)
[ସମ୍ପାଦନା]- ୧. କୁ —୧. To
- ୨. ପାଖକୁ; ନିକଟକୁ —୨. Near.
(ଯଥା—ମୋର ଦି ଆ=ମୋ ପାଖକୁ ଆ)
- ୩. ଦିଗରେ —୩. In the direction of.
- ୪. ଆଡ଼େ; ଆଡ଼କୁ —୪. Towards.
(ଯଥା—ମୋ ଦି ଏଁଟ୍ରାଇ କରି କାଏଁଯେ ଦେଖୁଛୁ ବେ= ମୋର ଆଡ଼କୁ ତରାଟି କରି କାହିଁକି ଚାହିଁଛୁ ରେ)
- ୫. ଅଞ୍ଚଳରେ —୫. In a quarter of
(ଯଥା—ମୋର ଦି ଘୀ ନାଇ ମିଳେ=ଅଞ୍ଚଳରେ ଘିଅ ମିଳେ ନାହିଁ)