Jump to content

ଦିଅଁ

ଉଇକିଅଭିଧାନ‌ରୁ

ଦିଅଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ; ପ୍ରା. ଦିଅଁ)

[ସମ୍ପାଦନା]
୧. ଠାକୁର; ଦେବତା —୧. Deity; divinity.

ଯାହା ମାଗିଲେ ଦିଅଁ ପୁଜି ସେ କଥା ଅଛଇଁ ମୁଁ ହେଜି ଜଗନ୍ନାଥ. ଭାଗବତ

୨. ପରମେଶ୍ୱର; ଭଗବାନ୍ —୨. God.
୩. ଦେବତାଙ୍କ ମୁର୍ତ୍ତି —୩. Idol; image of a Deity.