ଦିଅଁ କରିବା
ଦେଖଣା
ଦିଅଁ କରିବା
ଉଚ୍ଚାରଣ
[ସମ୍ପାଦନା]ଦିଅଁ ପରି କରିବା, ଦିଅଁ ପରି ମୁଣ୍ଡା (ଣ୍ଡେ) ଇବା, ଦିଅଁ କରି ମୁଣ୍ଡା (ଣ୍ଡେ) ଇବାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦିଅଁ କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦେବ+କୃ. ଧାତୁ)
[ସମ୍ପାଦନା]କୌଣସି ବ୍ୟକ୍ତିକୁ ଦେବତା ପରି କୁଜା କରିବା — To deify a person; to make a God of; to worship a person as a Deity.