Jump to content

ଦିଅର

ଉଇକିଅଭିଧାନ‌ରୁ

ଦିଅର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - .ବିଶେଷ୍ୟ - (ସଂ ଦେବର)

[ସମ୍ପାଦନା]

ସ୍ୱାମୀଙ୍କ ସାନ ଭାଇ — Husband's younger brother.

[ ଦ୍ର—ବଡ଼ଭାଇଙ୍କ ସ୍ତ୍ରୀଙ୍କୁ ଭାଉଜ ଓ ସ୍ୱାମୀଙ୍କୁ ବଡ଼ ଭାଉଜ ଦେଢ଼ଶୁର ବୋଲାଯାଏ; ଦିଅରଙ୍କ ସ୍ତ୍ରୀକୁ ସାନ ଜାଆ ଓ ଦେଢ଼ଶୁରଙ୍କ ସ୍ତ୍ରୀ ବଡ଼ ଜାଆ ବୋଲା ଯାଏ ]