Jump to content

ଦିଆ

ଉଇକିଅଭିଧାନ‌ରୁ

ଦିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - .ବିଶେଷଣ - (ସଂସ୍କୃତ - ଦା ଧାତୁ)

[ସମ୍ପାଦନା]
୧. (ସଂସ୍କୃତ - ଦତ୍ତ) ଦତ୍ତ; ପ୍ରଦତ୍ତ — ୧. Given; bestowed.

ବୈଦିକ ଯୁଗ ଭାଗ କେବେ ଦିଆ ନାହିଁ କୃଷ୍ଣସିଂହ. ଭାଗବତ

୨. (ସଂସ୍କୃତ - ଦୟାଳୁ) ଦୟାଳୁ; ଦୟାଶୀଳ — ୨. Kind-hearted.
୩. (ସଂସ୍କୃତ - ଦାତା) ଦାନଶୀଳ; ମୁକ୍ତହସ୍ତ — ୩. Liberal; bounteous.

(ଯଥା— ସେ ଯୁ ଦିଆ ଲୋକ, ତା କଥା କହିଲେ ନ ସରେ )

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]
୧. ଦେବା —୧. Giving.

(ଯଥା—ସେ ବେଶ୍ ଦିଆ ନିଆ କରେ)

୨. ଦେବାବାଲା ବ୍ୟକ୍ତି; ଦାତା — ୨. Giver; a doner.

ଦିଅକୁ ଦିଆ, ଅଦିଆକୁ ଦୁଆରଦିଆରବୀ - ଢଗ