Jump to content

ଦିଆଇବା

ଉଇକିଅଭିଧାନ‌ରୁ

ଦିଆଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - . କ୍ରି. (ସଂ .ଦା ଧାତୁ ଣିଚ ଦାପି ଧାତୁ; ଦେବା କ୍ରିୟାର ଣିଜନ୍ତରୂପ)

[ସମ୍ପାଦନା]

ଅନ୍ୟଦ୍ୱାରା ଦେବା କ୍ରିୟା କରିବା — To cause (another) to give; to cause to be given.

ହିଜଗଣେ ଉତ୍ତମ କିସାକୁ ଦିଆଅ. କୃଷ୍ଣସିଂହ. ମହାଭାରତ ସଭା