ଦିଆକ
ଦେଖଣା
ଦିଆକ
ଉଚ୍ଚାରଣ
[ସମ୍ପାଦନା](ଦିଆକେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ହୀନ୍ଦିରୁ ଅନୁକ୍ରୃତ)
[ସମ୍ପାଦନା](ଅମୁକ)ଦ୍ୱାରା ପ୍ରଦତ୍ତ; (ଅମୁକର) ମାରଫତରେ ପ୍ରଦତ୍ତ —Paid through.
(ଯଥା—ଦିଆକ୍ ରାମହରିମିଶ୍ର=ରାମ— ହରି ମିଶ୍ରଙ୍କଦ୍ୱାରା ଦତ୍ତ)
[ଦ୍ରଷ୍ଟବ୍ୟ —ଏଥିରେ ସାଙ୍କେତିକ 'ଦି' କିମ୍ୱା କରଣୀ 'ହ୍ୱ' ଲେଖା ଯାଏ ଯଥା—ଖଜଣା 'ଦି' ରାମହରି ମିଶ୍ର; ଏ ତମସୁକର ସୁଧ 'ହ୍ୱ' ଖାତକଙ୍କ ପୁଅ ଗୋପାଳ ହୋତା]