Jump to content

ଦିଆଲି

ଉଇକିଅଭିଧାନ‌ରୁ

ଦିଆଲି

ଉଚ୍ଚାରଣ

[ସମ୍ପାଦନା]

(ଦେୟାଲୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୀପୀବଳୀ)

[ସମ୍ପାଦନା]

କାର୍ତ୍ତିକ ଅମାବାସ୍ୟା — The new moon of the month of Kārttika

ଆରେ ଛତରା ଦଶରା ଗଲା; ଦିଆଲି ଗଲା ବାକି ରହିଗଲା ବାଲିଯାତରା (କଟକ ସହର ପ୍ରବଚନ)