ଦିଆଶି
ଦେଖଣା
ଦିଆଶି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଦେବାଂଶ)
[ସମ୍ପାଦନା]ସର୍ବଜ୍ଞ; ଭବିଷ୍ୟତ— ବକ୍ତା; ଚୋରି ଯାଇଥିବା ବା ହଜି ଯାଇଥିବା ବିଷୟରେ ଓ ଭବିଷ୍ୟତ୍ ସମ୍ୱନ୍ଧେ ଯେ ଓର ବତାଏ — A fore-teller; prophet.
ଦୁଖୀର ସୁଖ ହେଲେ ସେ ଦିଆଶି ଦୁଆରକୁ ଯିବା ଢଗ
[ ଦ୍ର—ଦିଆଶି ଘରକୁ ପ୍ରଶ୍ନ ପଚାରିବାକୁ ଯିବା ଲୋକ ଦିଆଶି ପାଇଁ ଓ ଗୁଆ ନେଇ କରି ଯାଏ]