ଦିଆସିଲାଇ ମାରିବା
ଦେଖଣା
ଦିଆସିଲାଇ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦିଆସିଲାଇ ମାରିବା
|
ଦିଆଶିଲାଇ ଘଷିବା, ଦିଆଶିଲାଇ ଜାଳିବା,ଦିଆଶିଲାଇ ଲଗା(ଗୋ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆଲୁଅ ଲଗାଇବା ପାଇଁ ଦିଆସିଲି କାଠିକୁ ଘସିବା — ୧. To rub a match-stick for lightning.
- ୨. ଦିଆଶଲାଇ କାଠିକୁ ଦିଆଶଲାଇ ପେଡ଼ିର କାନ୍ତିରେ ଗସି ନିଆଁ ବା ଆଲୁଅ କରିବା —୨. To make a light by striking a match.