Jump to content

ଦିକଡ଼ା

ଉଇକିଅଭିଧାନ‌ରୁ

ଦିକଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - .ବି

[ସମ୍ପାଦନା]
୧. ଦୁଇ କଡ଼ା କଉଡ଼ି — ୧. Two cowries or shall-money.

(ଯଥା—ଦିକଡ଼ା କଉଡ଼ି ତିକଡ଼ି ଲେମ୍ୱୁ, ଏକ ଏକ କଡ଼ିକୁ ଚାରି ଚାରି ଜାମୁ, ଫଳ ହବ କୋଡ଼ିଏ, କଉଡ଼ି ହବ ବୋଡ଼ିଏ—ମାନସାଙ୍କ, କୌତୁକ—ସମସ୍ୟା)

୨. ଦୁଇଗୋଟି (ନଡ଼ିଆ ଆଦି) — ୨. Two in number. (e.g. coconuts.)

ଦେଶଜ - .ବିଣ

[ସମ୍ପାଦନା]

ଦିକଡ଼ାର (ଦେଖ) - Dikaṟḍ̠āra (See)