Jump to content

ଦିକଡ଼ାର

ଉଇକିଅଭିଧାନ‌ରୁ

ଦିକଡ଼ାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - .ବିଣ

[ସମ୍ପାଦନା]
୧. ଦୁଇକଡ଼ା କଉଡ଼ିର ମୂଲ୍ୟବିଶିଷ୍ଟ — ୧. worth two cowries only.
୨. ଅତି ଅଳ୍ପମୂଲ୍ୟର — ୨. Of very little value.
୩. ତୁଚ୍ଛ; ହେୟ —୩. Insignificant.
୪. ଅକାମିକା —୪. Worthless.

(ଯଥା—ସେ ମତେ ଦିକଡ଼ାର ମଣିଷ ବନାଇଦେଲେ)