Jump to content

ଦିକଶୂଳ

ଉଇକିଅଭିଧାନ‌ରୁ

ଦିକଶୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - .ବି

[ସମ୍ପାଦନା]

ଫଳିତ ଜ୍ୟୋତିସ୍କ ଶାସ୍ତ୍ର ମତରେ ବିଶେଷ ବିଶେଷ ଦିଗକୁ ଯାତ୍ରା କରିବାର ଅଶୁଭ ବାର — (astrology) Particular week-days deemed inauspicious for making journies to particular points of the compass.

[ଦ୍ରଷ୍ଟବ୍ୟ —ଶୁକ୍ର ଓ ରବିବାର ପଶ୍ଚିମକୁ, ଶନି ଓ ମଙ୍ଗଳବାର ଉତ୍ତରକୁ ଶନି ଓ ସୋମବାର ପୁର୍ବକୁ ଏବଂ ବୁଧ ଓ ଗୁରୁବାର ଦକ୍ଷିଣକୁ ଯାତ୍ରା ନିଷିଦ୍ଧ ବା ଦିକଶୁଳ. ଜ୍ୟୋତିଷ ଗଣନାରେ ଏ ସବୁ ଦିନ ଯୋଗିନୀ ଯାତ୍ରାକାରର ସମ୍ମୁଖରେ ବା ଦକ୍ଷିଣ ଭାଗରେ ଥାଆନ୍ତି, ଏଣୁ ଏ ଦିନମାନ ତତ୍ତତ ଦିଗକୁ ଯାତ୍ରା କରିବା ବିଷୟରେ ଅଶୁଭ ଅଟେ ]