Jump to content

ଦିକିମାଖି

ଉଇକିଅଭିଧାନ‌ରୁ

ଦିକିମାଖି

ଉଚ୍ଚାରଣ

[ସମ୍ପାଦନା]

(ଦିକିମାକି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜିଗର —୧. Importunity.
୨. ଧିକିଧାକି; ବାରମ୍ୱାର କହିବାଦ୍ୱାରା ବିରକ୍ତି ଉତ୍ପାଦନ —୨. Higgling and haggling.