ଦିକୁଳ
ଦେଖଣା
ଦିକୁଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - . ବିଶେଷ୍ୟ - (ସଂସ୍କୃତ - ଦ୍ୱିକୁଳ)
[ସମ୍ପାଦନା]- ୧. ପିତୃବଂଶ ଓ ମାତୃବଂଶ — ୧. One's father's line and mother's line.
- ୨. କୌଣସି ବ୍ୟକ୍ତିର ପୁତ୍ରର ବଂଶଧରଗଣ ଓ କନ୍ୟାର ବଂଶଧରଗଣ —୨. One's son's descendants and daughter's descendants.
(ଯଥା— ତାର ପିଣ୍ଡ଼ ଦେବାକୁ ଦିକୁଳରେ କେହି ନାହିଁ)
- ୩. (ସ୍ତ୍ରୀ ପକ୍ଷରେ) ପିତୃବଂଶ ଓ ଶ୍ୱଶୁରଙ୍କ ବଂଶ — ୩. (In the case of a Woman) One's father's line and Father-in -law's line.