ଦିକ୍କନ୍ୟା
ଦେଖଣା
ଦିକ୍କନ୍ୟା
ଉଚ୍ଚାରଣ
[ସମ୍ପାଦନା](ଦିକ୍କାନ୍ତା—ଅନ୍ୟରୁପ)
ସଂସ୍କୃତ - .ବିଶେଷ୍ୟ -
[ସମ୍ପାଦନା]କନ୍ୟାରୁପେ କଳ୍ପିତ ଦିକ୍ସମୁହ — The ten directions personified.
[ଦ୍ରଷ୍ଟବ୍ୟ —ବରାହ ପୁରାଣରେ ଲୋଖାଅଛି ଯେ ବ୍ରହ୍ମା ସୃଷ୍ଟି କରିବା ସମୟରେ ତାଙ୍କ କାନରୁ ୧ଟି କନ୍ୟା ଉତ୍ପନ୍ନ ହୋଇଥିଲେ ସେମାନେ ଗୋଟିଏ ଗୋଟିଏ ଦିଗକୁ ଚାଲିଗଲେ ବ୍ରହ୍ମା ୮ଟି ଦିକପାଳ ସୃଷ୍ଟି କରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ କନ୍ୟା ପ୍ରଦାନ କଲେ; ବ୍ରହ୍ମା ସ୍ୱୟଂ ଊର୍ଦ୍ଧ୍ୱକୁ ଗଲେ ଓ ଶେଷ ବା ବାସୁକୀଙ୍କୁ ଅଧେୟାଦେଶରେ ରଖିଲେ—ହିନ୍ଦୀ - ଶବ୍ଦସାଗର]