Jump to content

ଦିକ୍କୋଣ

ଉଇକିଅଭିଧାନ‌ରୁ

ଦିକ୍କୋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - . ବିଶେଷ୍ୟ - (ଦିକ୍+କୋଣ; ୬ ଷ୍ଠୀ ତତ୍)

[ସମ୍ପାଦନା]

ଦିଗମାନଙ୍କର କୋଣ —The intermediate points of a compass.

[ ଦ୍ର—ଅଗ୍ନି ,ବାୟୁ, ଇଶାନ, ନୈରୁତ ଏହି ଚାରିଟି ଦିକ୍ କୋଣ ]