Jump to content

ଦିକ୍ପତି

ଉଇକିଅଭିଧାନ‌ରୁ

ଦିକ୍ପତି

ଉଚ୍ଚାରଣ

[ସମ୍ପାଦନା]

(ଦିକ୍ସ୍ୱାମୀ—ଅନ୍ୟରୂପ)

ସଂସ୍କୃତ - .ବିଶେଷ୍ୟ -(ଦିକ୍+ପତି;୬ ଷ୍ଠୀ ତତ୍)

[ସମ୍ପାଦନା]
୧. ପୂର୍ବ ଆଦି ୧ଦିଗର ରକ୍ଷକ ଦେବଗଣ —୧. The ten Deities presiding over or guard ing the ୧୦ points of the earth.

[ ଦ୍ର—ଦଶ ଦିକ୍ପତି ଯଥା—୧ ଇନ୍ଦ୍ର—ପୂର୍ବଦିଗର, ୨ ଯମ—ଦକ୍ଷିଣର, ୩ କୁବେର—ଉତ୍ତରର, ୪ ବରୁଣ— ପଶ୍ଚିମର, ୫ ମରୁତ ବା ବୟୁ—ବାୟୁ କୋଣର, ୬ ଇଶାନ ବା ଶିବ—ଐଶାନ୍ୟ କୋଣର, ୭ ଅଗ୍ନି—ଅଗ୍ନି କୋଣର, ୮ ନୈର୍ରୁତ—ନୈଋତ କୋଣର, ୯ ବ୍ରହ୍ମା—ଉର୍ଦ୍ଧ୍ୱ ଦିଗର, ୧ ଅନନ୍ତ ଅଧୋ ଦିଗର]

୨. (ମତାନ୍ତରେ) ବ୍ରହ୍ମା ଓ ଅନନ୍ତକୁ ଛାଡ଼ି ୮ ଦିଗର୮ ଜଣ ଦିକ୍ପତି —୨. The ୮ Deities presiding over the ୮ points of the compass.
୩. (ମତାନ୍ତରେ) ସୁର୍ଯ୍ୟ, ଶୁକ୍ର, ମଙ୍ଗଳ, ରାହୁ ଶନି, ସୋମ ବୁଧ, ବୃହସ୍ପତି—ପୁର୍ବାଦିକ୍ରମେ ଏହି ୮ ଜଣ ଦିକ୍ପାଳ ଗ୍ରହ —୩. Eight planets said to preside over the ୮ points of the compass.