Jump to content

ଦିକ୍ଶିକ୍

ଉଇକିଅଭିଧାନ‌ରୁ

ଦିକ୍ଶିକ୍

ଉଚ୍ଚାରଣ

[ସମ୍ପାଦନା]

(ଦିକିଶିକ—ଅନ୍ୟରୂପ)

  • (file)

ଦେଶଜ - ଅ

[ସମ୍ପାଦନା]

ବିଲ୍କୁଲ୍; ସମ୍ପୁର୍ଣ୍ଣରୂପେ — fully; completely; totally.

(ଯଥା—ଖାତାକ ସେ ତମସୁକ ବାବଦ ମୂଳ ଓ ସୁଧ ଦିକଶିକ ନିସ୍ପତ୍ତି କରିଛି)

ବୈଦେଶିକ - .ବିଣ

[ସମ୍ପାଦନା]

ଦିକ୍ ଦାର (ଦେଖ) - Dikdār (See)