ଦିକ୍ସାଧନ
ଦେଖଣା
ଦିକ୍ସାଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - .ବିଶେଷ୍ୟ - (୬ ଷ୍ଠୀ ତତ୍; ଦିକ୍+ସାଧନ)
[ସମ୍ପାଦନା]ଯେଉଁ ଉପାୟଦ୍ୱାରା ଭିନ୍ନ ଭିନ୍ନ ଦିଗମାନଙ୍କର ଜ୍ଞାନ ଜନ୍ମେ — The expediant by which a person derives a knowledge of the points of the compass.
(ଯଥା—ସୂର୍ଯ୍ୟ ଉଦୟ ହେବା ଦିଗରୁ ମୁହଁ କରି ଠିଆ ହେଲେ ମନୁଷ୍ୟ ମୁଁହଆଡ଼ ପୁର୍ବ ଦିଗ, ପିଠିଆଡ଼ ପଶ୍ଚିମ ଦିଗ, ଡାହାଣଆଡ଼ ଦକ୍ଷିଣ ଦିଗ ଓ ବାମ ଆଡ଼ ଉତ୍ତର ଦିଗ ଅଟେ)