ଦିଗଂଶ
ଦେଖଣା
ଦିଗଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦିକ୍+ ଅଂଶ) (ଜ୍ୟୋତିଷ)
[ସମ୍ପାଦନା]କ୍ଷିତିଜ ବୃତ୍ତର ୩୬: ଭାଗର ଏକଭାଗ (ହିନ୍ଦୀ - ଶବ୍ଦସାଗର) — (astronomy) ୧/୩୬୦ part of the Kshitija circle.
[ଦ୍ରଷ୍ଟବ୍ୟ —ଆକାଶରେ ଗ୍ରହ ନକ୍ଷତ୍ରାଦିଙ୍କ ସ୍ଥିତି ଜାଣିବା ପାଇଁ କ୍ଷିତିଜ ବୃତ୍ତକୁ ୩୬: ଅଂଶରେ ବିଭକ୍ତି କରି, ଯେଉଁ ଗ୍ରହ ବା ନକ୍ଷତ୍ରର ଦିଗଂଶ ଜାଣିବାକୁ ଥାଏ ତାହା ଉପରେ ଅଧସ୍ସ୍ୱସ୍ତିକ ଓ ସ୍ୱସ୍ତିକକୁ ସ୍ପର୍ଶ କରୁଥିବା ଏକ ବୃତ୍ତ ଟଣା ଯାଏ ଉକ୍ତ ବୃତ୍ତର ପୂର୍ବ ବିନ୍ଦୁ କ୍ଷିତିଜ ବୃତ୍ତର ଦକ୍ଷିଣ ବା ଉତ୍ତର ଯେତେ ଅଂଶରେ କାଟେ ଉକ୍ତ ଅଂଶକୁ ଉକ୍ତ ଗ୍ରହ ବା ନକ୍ଷତ୍ରର ଦିଗଂଶ ବୋଲାଯାଏ ହିନ୍ଦୀ - ଶବ୍ଦସାଗର]