Jump to content

ଦିଗଜୟ

ଉଇକିଅଭିଧାନ‌ରୁ

ଦିଗଜୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦିଗ୍ୱିଜୟ)

[ସମ୍ପାଦନା]

ସମଗ୍ର ପୃଥିବୀକୁ ଜୟ କରିବା — Conquest of the whole world.

୨. ଦିଗ୍ୱିଜୟ (ଦେଖ) - —୨. Dig-bijaya (See)

ମଦନ ମହୀପତି ଦିଗଜୟ ପାଇଁ ବାହାରି ଅଛି ଘନ ହସ୍ତୀକି ଆରୋହି କୃଷ୍ଣସିଂହ. ମହାଭାରତ. ବନ