Jump to content

ଦିଗଦର୍ଶନ

ଉଇକିଅଭିଧାନ‌ରୁ

ଦିଗଦର୍ଶନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - .ବିଶେଷ୍ୟ - (ଦିକ୍+ଦର୍ଶନ)

[ସମ୍ପାଦନା]
୧. ବହୁଦର୍ଶିତା; ଅଭିଜ୍ଞତା — ୧. Experience; thorough knowledge.
୨. ଦିଗମାନଙ୍କର ନିର୍ଣୟ —୨. The ascertainment of the points of the compass.
୩. ଦିକ୍ ନିର୍ଣୟ କରିବା ଯନ୍ତ୍ର — ୩. Mariner's compass.
୪. ସୁଚନା —୪. Insinuation; indication.
୫. ଉଦାହରଣ ସ୍ୱରୂପ ସୁଚିତ ବିଷୟ — ୫. Any thing indicated as an illustration.
୬. ନମୁନା —୬. Specimen.

ବିଶେଷଣ -

[ସମ୍ପାଦନା]

ଯାହାଦ୍ୱାରା ଦିଗମାନ ନିର୍ଣ୍ଣିତ ହୁଏ —Showing the directions or points of the compass.