Jump to content

ଦିଗନ୍ତର

ଉଇକିଅଭିଧାନ‌ରୁ

ଦିଗନ୍ତର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଅନ୍ୟ ଦିକ୍= ଦିଗନ୍ତର)

[ସମ୍ପାଦନା]
୧. ଅନ୍ୟ ଦିଗ — ୧. Another direction.
୨. ଦିଗମାନଙ୍କ ମଧ୍ୟରେ ଥିବା ଅବକାଶ — ୨. The space between the cardinal points of the compass.
୩. ବିଦିକ୍ —୩. The corner point of the compass.