Jump to content

ଦିଗବାରଣ ଭାଡ଼ି

ଉଇକିଅଭିଧାନ‌ରୁ

ଦିଗବାରଣ ଭାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଉଚ୍ଚ ଭାଡ଼ିଉପରେ ଉଠି ଶତ୍ରୁର ଗତିକୁ ଠଉରାଇବାକୁ ହୁଏ — A high scaffolding from which observation is made of the enemy's movements.


ଅଣ୍ଟା କଣ୍ଟାରେ ମାରି କହଳ ପଟା ଦିଗବାରଣ ଭାଡ଼ି ଗୋଟାକୁଗୋଟା ଜଗନ୍ନାଥ. ସମତରଙ୍ଗ