ଦିଗବାର ମଉସିଲ
ଦେଖଣା
ଦିଗବାର ମଉସିଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଖାତକ ଆଦିଙ୍କଠାରୁ ଟଙ୍କା ଆଦାୟ ହେବା ପର୍ଯ୍ୟନ୍ତ ଖାତକ ଦ୍ୱାରରେ ବସି ରହିବା ପାଇଁ ମୁତଏନ୍ ହୋଇଥିବା ପିଆଦା — A poen deputed to sit at the house of a debter till he pays up the dues.
ଅତିଆ ଖାତକ ଉପରେ ଦିଗବାର ମଉସିଲ ଦେଇ ଟଙ୍କା ଅସୁଲ କରାଇ ନିଅନ୍ତି ଫକୀରମୋହନ. ମାମୁ