ଦିଗମ୍ୱର
ଦେଖଣା
ଦିଗମ୍ୱର
ଉଚ୍ଚାରଣ
[ସମ୍ପାଦନା](ଦିଗମ୍ୱରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଦିକ୍ ହୋଇଅଛି ଅମ୍ୱର= ବସ୍ତ୍ର ଯାହାର; ବହୁବ୍ରୀହି)
[ସମ୍ପାଦନା]ଲଙ୍ଗଳା; ବିବସ୍ତ୍ର; ନଗ୍ନ — Naked; nude.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଜୈନମାନଙ୍କ ସମ୍ପ୍ରଦାୟ ବିଶେଷ — ୧. One of the sects of the J&aline;i̱nas.
[ଦ୍ରଷ୍ଟବ୍ୟ —ଏମାନେ ଉଲଙ୍ଗ ଦେବତାଙ୍କୁ ପୂଜା କରନ୍ତି]
- ୨. ଶିବ; ମହାଦେବ —୨. Ṡiba.
- ୩. ବୌଦ୍ଧବିଶେଷ —୩. A sect of Buddhists.
- ୪. ଅନ୍ଧକାର —୪. Darkness.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋକଙ୍କ ନାମ — A name given to males.