Jump to content

ଦିଗୁଣେ

ଉଇକିଅଭିଧାନ‌ରୁ

ଦିଗୁଣେ

ଉଚ୍ଚାରଣ

[ସମ୍ପାଦନା]

ଦିଗୁଣେ, ଦୁଣେଅନ୍ୟରୂପ

  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଦୁଇ ସଂଖ୍ୟାରେ ଗୁଣିଲେ — Multiplied by two.

(ଯଥା—ତିନି ଦିଗୁଣେ ଛଅ ପଣ— ପଣିକିଆ ଡାକ)