Jump to content

ଦିଗୋଡ଼ିଆ ବନ୍ଧାଇବା

ଉଇକିଅଭିଧାନ‌ରୁ

ଦିଗୋଡ଼ିଆ ବନ୍ଧାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

'ଦିଗୋଡ଼ିଆ' ସର୍ତ୍ତରେ ନିଜର ବାଛୁରୀକୁ ଅନ୍ୟ ବ୍ୟକ୍ତିକୁ ପାଳିବାକୁ ଦେବା —To make over a calf to another person to bring it up under the contract of 'Digoṟḍ̠iā.'