Jump to content

ଦିଗ୍ଗଜ

ଉଇକିଅଭିଧାନ‌ରୁ

ଦିଗ୍ଗଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ଗଜ; ୬ଷ୍ଠୀ ତତ୍)

[ସମ୍ପାଦନା]

ହିନ୍ଦୁ ପୁରାଣୋକ୍ତ ଯେଉଁ ଆଠ ଗୋଟି ହସ୍ତୀ ପୃଥିବୀର ଆଠ ଦିଗକୁ ରକ୍ଷା କରୁଅଛନ୍ତି —The eight elephants said to watch the eight points of the compass.

[ଦ୍ରଷ୍ଟବ୍ୟ —ପୂର୍ବାଦି କ୍ରମେ ଦିଗ୍ଗଜମାନଙ୍କ ନାମ, ଯଥା—ଐରାବତ (ପୂର୍ବର); ପୁଣ୍ଡରୀକ (ପୂର୍ବ ଦକ୍ଷିଣର); ବାମନ (ଦକ୍ଷିଣର); କୁମୁଦ (ଦକ୍ଷିଣ ପଶ୍ଚିମର); ଅଞ୍ଜନ (ପଶ୍ଚିମର); ପୁଷ୍ପଦନ୍ତ (ପଶ୍ଚିମୋତ୍ତର); ସାର୍ବଭୌମ (ଉତ୍ତରର); ସୁପ୍ରତୀକ (ଉତ୍ତର ପୂର୍ବର)]

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ମହାକାୟ —୧. Huge-bodied.
୨. ମହା ଶକ୍ତିଶାଳୀ; ଧୂରନ୍ଧର — ୨. Very powerful.

ଦେଶଜ - (ବ୍ୟଙ୍ଗାର୍ଥ)ବିଶେଷଣ -

[ସମ୍ପାଦନା]

ମହାମୁର୍ଖ —(ironical) Unlettered (person); ignorant; silly.

(ଯଥା—ଦିଗ୍ଗଜ ପଣ୍ଡିତ)

ବିଣରବିଶେଷଣ -

[ସମ୍ପାଦନା]

ମହା; ଅତ୍ୟନ୍ତ —Very.

(ଯଥା—ଦିଗ୍ଗଜ ବିଦ୍ୱାନ)