Jump to content

ଦିଗ୍ଜ୍ଞାନ

ଉଇକିଅଭିଧାନ‌ରୁ

ଦିଗ୍ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - .ବିଶେଷ୍ୟ - (ଦିକ୍+ଜ୍ଞାନ; ୬ ଷ୍ଠୀ ତତ୍)

[ସମ୍ପାଦନା]
୧. ପୃଥିବୀର ଦିଗମାନ ନିର୍ଣୟ କରିବାର ଜ୍ଞାନ — ୧. The knowledge of the points of the compass.
୨. ଅଳ୍ପ ମାତ୍ର ଜ୍ଞାନ; ସାମାନ୍ୟ ଜ୍ଞାନ — ୨. Slight or superficial knowledge.