Jump to content

ଦିଗ୍ଦାହ

ଉଇକିଅଭିଧାନ‌ରୁ

ଦିଗ୍ଦାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - . ବିଶେଷ୍ୟ - (୬ଷ୍ଠୀ ତତ୍; ଦିକ୍+ଦାହ)

[ସମ୍ପାଦନା]

ସୂର୍ଯ୍ୟାସ୍ତ ପରେ ସବୁ ଦିବମାନ ଜଳିଲା ପରି ନାଲି ଦେଖାଯିବା ଦୈବୀ

ଘଟନା —An extraordinary natural phenomenon in which the horizon looks like blazing fire after sunset.

[ଦ୍ରଷ୍ଟବ୍ୟ —ଏହା ଦେଶରେ ଆଶୁ ଯୁଦ୍ଧ, ମଡ଼କ, ଦୁର୍ଭିକ୍ଷ ଓ ମାରୀ— ଭୟର ସୂଚନା କରେ—ବୃହତ୍ ସଂହିତା]



ଦିଗ୍ଦାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ଦାହ; ୬ଷ୍ଠୀ ତତ୍)

[ସମ୍ପାଦନା]

ଦିଗବଳୟରେ ସୂର୍ଯ୍ୟାସ୍ତ ପରେ ଓ ରାତ୍ରିରେ ନିଆଁ ଲାଗିଲା ଭଳି ରକ୍ତ ବର୍ଣ୍ଣ ଦେଖାଯିବାର ଆକସ୍ମିକ ଦୃଶ୍ୟ — The preternatural redness of the horizon after sunset and during the night as if it was on fire.

[ଦ୍ରଷ୍ଟବ୍ୟ —ଏପରି ଦୃଶ୍ୟ ଦେଖାଗଲେ ନିକଟ ଭବିଷ୍ୟତରେ ଦେଶରେ ଅମଙ୍ଗଳ ଘଟେ ବୋଲି ଶାସ୍ତ୍ରମାନଙ୍କରେ ଲେଖାଅଛି]