ଦିଗ୍ଦିଗନ୍ତ
ଦେଖଣା
ଦିଗ୍ଦିଗନ୍ତ
ଉଚ୍ଚାରଣ
[ସମ୍ପାଦନା](ଦିଗଦିଗନ୍ତର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦିକ୍+ ଦିକ୍+ ଅନ୍ତ)
[ସମ୍ପାଦନା]- ୧. ଦିଗମାନଙ୍କର ଅନନ୍ତ ବିସ୍ତାର; ଦିଗଠାରୁ ଦିଗସୀମା ପର୍ଯ୍ୟନ୍ତ ବିସ୍ତାର —୧. The wide expanse extending over the whole space.
- ୨. ଦିଗ୍ୱିଦିକ୍; ଚାରିଦିଗ ଓ ଚାରିକୋଣ — ୨. The eight points of the compass.
କ୍ରି.ବିଶେଷଣ -
[ସମ୍ପାଦନା]ସବୁ ଦିଗରେ —On all sides.