Jump to content

ଦିଗ୍ଧ

ଉଇକିଅଭିଧାନ‌ରୁ

ଦିଗ୍ଧ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ଦିହ୍ ଧାତୁ= ଲେପନ କରିବା+ କର୍ମ. ତ)

୧. ଲିପ୍ତ —୧. Smeared; annointed.

ବିଷ ଦିଗ ଶଙ୍କୁ ପ୍ରାୟେ ବହି ପୃଚ୍ଛ ରାଧାନାଥ. ଚିଲିକା

୨. ମିଶ୍ରିତ —୨. Mixed.

(ଯଥା—ବିଷଦିଗ୍ଧ ବାଣ)

ବିଶେଷ୍ୟ -

[ସମ୍ପାଦନା]
୧. ଅଗ୍ନି —୧. Fire.
୨. ବିଷଲିପ୍ତ ବାଣ —୨. Envenomed arrow.
୩. (+ କରଣ. ତ) ସ୍ନେହ; ତୈଳ —୩. Oil.
୪. ପ୍ରବନ୍ଧ —୪. A narrative; a composition.
୫. (+ ଭାବ. ତ)—ଲେପନ —୫. Smearing.