Jump to content

ଦିଗ୍ଭ୍ରମ

ଉଇକିଅଭିଧାନ‌ରୁ

ଦିଗ୍ଭ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ଭ୍ରମ; ୬ଷ୍ଠୀ ତତ୍)

[ସମ୍ପାଦନା]

ଦିଗ ନିର୍ଣ୍ଣୟ କରିବା ସମ୍ୱନ୍ଧେ ଭ୍ରାନ୍ତି — Mistake respecting the identity of the points of the compass.