Jump to content

ଦିଗ୍ୱଳୟ

ଉଇକିଅଭିଧାନ‌ରୁ

ଦିଗ୍ୱଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ବଳୟ; ରୂପକ କର୍ମଧା)

[ସମ୍ପାଦନା]

ଚକ୍ରବାଳ; ଦିକ୍— ଚକ୍ର; କୌଣସି ଉଚ୍ଚସ୍ଥାନରୁ ଚାରିଆଡ଼କୁ ଚାହିଁଲେ ଯେଉଁଠାରେ ପୃଥିବୀ ଆକାଶ ସଙ୍ଗେ ମିଶିଗଲା ପରି ଦିଶେ; ପୃଥିବୀ ଚାରିପାଖରେ ଗୋଲ ହୋଇ ବୁଲିଥିବା ଭଳି ଯେଉଁ ମଣ୍ଡଳ ବା ରେଖା ମନୁଷ୍ୟକୁ ଦେଖାଯାଏ — The horizon; the circle where the earth and the heavens seems to the eye to meet.