Jump to content

ଦିଗ୍ୱାରଣ

ଉଇକିଅଭିଧାନ‌ରୁ

ଦିଗ୍ୱାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ବାରଣ)

[ସମ୍ପାଦନା]
୧. ଦିଗମାନଙ୍କୁ ବାରିବା ବା ଚିହ୍ନିବା ବା ଠଉରାଇବା —୧. Disting wishing the quarters of the globe.
୨. ଦିଗ୍ଗଜ— (ଦେଖ) - —Diggaja (See)
୩. ଦିଗ୍ୱାରଣ ଯନ୍ତ୍ର; ଦିଗ୍ଦର୍ଶନ ଯନ୍ତ୍ର — ୩. Mariner's compass.