ଦିଗ୍ୱାରଣ ଖୁଣ୍ଟି
ଦେଖଣା
ଦିଗ୍ୱାରଣ ଖୁଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଦିଗ୍ୱାରଣ ଖମ୍ୱ, ଦିଗ୍ୱାରିଣୀ ଖୁଣ୍ଟ, ଦିଗ୍ୱାରେଣୀ ଖୁମ୍ୱଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦିଗ୍ୱାରଣ ଖୁଣ୍ଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜାହାଜର ମାସ୍ତୁଲ — ୧. The mast of a ship.
- ୨. ଯେଉଁ ଉଚ୍ଚ ଖୁଣ୍ଟ ଉପରେ ଚଢ଼ି ଦିଗ୍ନିର୍ଣ୍ଣୟ କରାଯାଏ — ୨. A high post getting up over which people ascertain the didections of the earth.
- ୩. ଯେଉଁ ଉଚ୍ଚ ଖୁଣ୍ଟ ବା ମାସ୍ତୁଲ ଉପରେ ଦିଗ୍ନିର୍ଣ୍ଣାୟକ ଚାରି ଖଣ୍ଡ ବା ଆଠ ଖଣ୍ଡି କାଠି ଥାଏ —୩. A high post or the mast of a ship on the top of which ୪ or ୮ pieces of sticks are fixed crosswise, pointing the direction.